Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujata Routray

Abstract

2  

Sujata Routray

Abstract

ବିଦାୟୀ ବର୍ଷ

ବିଦାୟୀ ବର୍ଷ

1 min
213


ବିଦାୟର ବେଳାଭୂମୀ ରେ ତୁମେ ଆଜି ଦଣ୍ତାୟମାନ

ତୁମ ଆବାହନରେ ବିତିଯାଇଛି କେତେ

ମାନ ,ଅପମାନ ,ଦୁଃଖ,ସୁଖ ଭରା ସମୟ

ତୁମ ପାଇଁ ନାହିଁ କିଛି ଦୋଷାରୋପ

ଅବା ନାହିଁ କିଛି ଅଭିମାନ


ବାସ ମୋ ଅଶେଷ ପ୍ରଣାମ ଓ ଧନ୍ୟବାଦ ଘେନ

ତୁମେ ଦେଇଛ ଅନେକ ସ୍ମୃତି ଓ ଅନୁଭୁତି

ପ୍ରେରଣା ଦେଇଛ ଆଗକୁ ଚାଲିବାର

ଦେଇଛ ଶକ୍ତି ସବୁ ସହିବାର

ହେ ବିଦାୟୀ ବର୍ଷ ତୁମକୁ

ପ୍ରଣାମ


Rate this content
Log in

Similar oriya poem from Abstract