Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Sujata Routray

Abstract


2  

Sujata Routray

Abstract


ବିଦାୟୀ ବର୍ଷ

ବିଦାୟୀ ବର୍ଷ

1 min 180 1 min 180

ବିଦାୟର ବେଳାଭୂମୀ ରେ ତୁମେ ଆଜି ଦଣ୍ତାୟମାନ

ତୁମ ଆବାହନରେ ବିତିଯାଇଛି କେତେ

ମାନ ,ଅପମାନ ,ଦୁଃଖ,ସୁଖ ଭରା ସମୟ

ତୁମ ପାଇଁ ନାହିଁ କିଛି ଦୋଷାରୋପ

ଅବା ନାହିଁ କିଛି ଅଭିମାନ


ବାସ ମୋ ଅଶେଷ ପ୍ରଣାମ ଓ ଧନ୍ୟବାଦ ଘେନ

ତୁମେ ଦେଇଛ ଅନେକ ସ୍ମୃତି ଓ ଅନୁଭୁତି

ପ୍ରେରଣା ଦେଇଛ ଆଗକୁ ଚାଲିବାର

ଦେଇଛ ଶକ୍ତି ସବୁ ସହିବାର

ହେ ବିଦାୟୀ ବର୍ଷ ତୁମକୁ

ପ୍ରଣାମ


Rate this content
Log in

More oriya poem from Sujata Routray

Similar oriya poem from Abstract