STORYMIRROR

Ajaya Mahala

Thriller

2  

Ajaya Mahala

Thriller

ନିକାଂଚନ

ନିକାଂଚନ

1 min
2.4K


ନିକାଂଚନ ଆଜି ହୃଦ ଉପବନ

ନିକାଂଚନ ଦିପହର

ପ୍ରେମର ପଳାଶ ଝଡାଇ ଚାଲିଛି

ପ୍ରେମ ଫୁଲ ଅସୁମାର

ଏ ପ୍ରେମ ସାଗର ସୁନ୍ଦର ଗଭୀର

ଖେଳୁଛି ମୃଦୁ ଜୁଆର

ଅଗଣିତ ଢେଉ ପ୍ରେମ ମନ୍ତ୍ରଗାନ

କରୁଛନ୍ତି ନିରନ୍ତର….


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller