STORYMIRROR

Pradesh Pratyush

Romance

3  

Pradesh Pratyush

Romance

ନିଜସ୍ଵ ସଂଳାପ-୩

ନିଜସ୍ଵ ସଂଳାପ-୩

1 min
212

ମୁଁ ଏମିତି 

ଗୋଟିଏ ମୋହ

ତୋ ହୃଦୟେ ରହିଲେ 

ମୋକ୍ଷ


ମୁଁ ଏମିତି 

ଗୋଟିଏ ଲୁହ

ତୋ ଆଖିରୁ ଝରିଲେ

ମୁକ୍ତା ।


ମୁଁ ଏମିତି

 ଗୋଟିଏ ଶବ୍ଦ

ତାକୁ ପଢିଲେ ତୁ

 ଗୀତ

ମୁଁ ଏମିତି 

ଗୋଟିଏ ପ୍ରୀତି

ଛୁଇଁଲେ ତାକୁ ତୁ

 ପ୍ରେମ । 


ମୁଁ ଏମିତି 

ଗୋଟିଏ ନଜର

ଦେଖିଲେ ତୁ

ନିଜର ..

ମୁଁ ଏମିତି

ଗୋଟିଏ ଦିନ

ସଙ୍ଗରେ ରହିଲେ ତୁ

ବନ୍ଧନ ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance