STORYMIRROR

Gelamani Pradhan

Drama Others

3  

Gelamani Pradhan

Drama Others

ନିଜର

ନିଜର

1 min
11.8K

ଜାଣିବାକୁ ପାଇଲି ତମେ

ମୋ ନିଜର.....

ଶୁଣିବାକୁ ପାଇଲି ତମେ

ବହୁତ ସୁୁନ୍ଦର......

କେବେଠୁ ଖୋଜୁଥିଲି

ଆଜି ବାଟ ପାଇ ଦୌଡୁଛି...

କେବଳ ତମକୁ, ନିଜର କରିବାକୁ

ପାଦ ମାଟିରେ ଲାଗୁନୀ.....

ମନ ଆକଶେ ଉଡୁଛି....

ପରିଚୟ ହୃଦୟେ ପାଇଲା....

ଆହୁରି ଜାଗା ବଢିଗଲା....

ଅଧା ଅଧୂୂରା ସପନ ରହିିିଲାନି.....

ବାକି ଦିିନ ତୁମଠାରେ 

ରହି ଜୀଇଁବାକୁ ଇଛା ହେଲା....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama