STORYMIRROR

Gelamani Pradhan

Others

3  

Gelamani Pradhan

Others

ବୁଝିଲ

ବୁଝିଲ

1 min
230

କେଉଁଠୁ ଆସିଲ

କେବୁଠୁ ଦେଖିଲ

କଥାରେ ହସିଲ

ମନକୁ ବୁଝିିଲ


     ଆଖିକୁ ଚାହିଁଲ

     ଲୁହ ପୋଛିିଦେଲ

    ସ୍ବପ୍ନ ଭରିିିଦେଲ

    ବିଶ୍ୱାସି ଲାଗିଲ


ଠିକଣା ପଚାରି

ନେଲ ହାତ ଧରି

ଖୁସି ଦେଲ ଭରି

ବନ୍ଧୁ ହେଲ ମୋହରି


     ଦେଲନି ଘଉଡି

     ଆଜି ଏ ଘଡ଼ଘଡ଼ି

     ଆସୁୁୁଛି ହିଁ ମାଡ଼ି

     ଦେବ ସେ କଚାଡ଼ି


କେଉଁ ବାଟେ ଯିବ

କେଉଁଠି ଲୁୁଚିବ

ଆସିିଛି ଦୁୁଃଖବା

ଆଶ୍ରୟ ହିଁ ଦେବା


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍