Gelamani Pradhan
Others
ସୁଖ ନାହିଁ ମୋ ପାଖେ
ଯାଇଛି ତୁମକୁ ଖୋଜି
ଦୁଃଖ ଅଛି ମୋ ପାଖେ
ଲୁହକୁ ଦେଉଛି ଢ଼ାଳି
ତୁମ ଜୀବନର ରାଗ ନଥିଲି ମୁଁ....
ତୁମ ଜୀବନର ଶତ୍ରୁ ନଥିଲି ମୁଁ....
ଏମିତି ନ କହି ଚାଲିଗଲ....
କିନ୍ତୁ କଣ କରିବି ମୁଁ....
ତୁମକୁ ଭଲପାଉଛି ମୁଁ...
ତୁମ ଅପେକ୍ଷାରେ ଦିନ କାଟୁଛି ମୁଁ...
ନିଜ ଉପରେ ରାଗି...
ତୁମେ ଜାଣିନ
ତୁମେ
ମୋ ଜୀବନରେ ସୁଖ...
ବୋଧେ
ମୋ କଷ୍ଟ
ବାପା
ହୀନରେ ଗଲା ଦିନ
ଆଶ୍ରୟ ନୁହେଁ ମ...
ବୁଝିଲ