STORYMIRROR

Gelamani Pradhan

Others

3  

Gelamani Pradhan

Others

ମୋ ଜୀବନରେ ସୁଖ ନାହିଁ

ମୋ ଜୀବନରେ ସୁଖ ନାହିଁ

1 min
211

ତୁମ ପାଖେ ରହିବି

କହିଥିଲି ମୁଁ...

ତୁମ ସବୁ କଥା ଶୁଣି ମାନିବି

ଭାବିଥିଲି ମୁଁ...

କିନ୍ତୁ ଅଧା ବାଟରେ...

ତୁମେ...

ମତେ ଭୁଲିଗଲ...


ଏବେ ବସି କାନ୍ଦିଲେ...

ମୋ ଦିନ ସରୁନି

ଆଖି ବୁଝିଲେ ନିଦ ଜମା ଆସୁନି

ଏ କଥା କାହାକୁ କହିବି ମୁଁ...

ମତେ ପଦେ ହେଲେ...

ନ କହି ଚାଲିଗଲ...


ଅଦିନିଆ ମେଘପରି ଆସିଥିଲା

ମତେ ଲୁହରେ ଭିଜେଇ ଦେଇ ଚାଲିଗଲ

ତୁମେ କୁହ...

କେମିତି ବଞ୍ଚିବି ମୁଁ....

କେମିତି ଦିନ କଟିବି ମୁଁ....

ତୁମ ବିନା କେମିତି ସୁଖଟିକୁ ଆପଣାଇବି...


ଆଜି ଜୀବନ ଅଛି ବୋଲି

ମୁଁ କଷ୍ଟକୁ ଆପଣେଇଛି

ତମ ଜୀବନରେ ବି...

ଆଉ କିଏ ଆସିଗଲେ ବୋଲି

ମୋ ଅଧିକାରଟିକୁ...

ମତେ ନ କହି....

ମୋ ଠାରୁ ଛାଡ଼େଇ ନେଇଗଲ 

କିନ୍ତୁ ଏ କଥାଟିକୁ ବାରମ୍ବାର ସାତମାନି

ମୁଁ ଅନେକ ଦୁଃଖ ଭୋଗୁଛି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍