STORYMIRROR

Gelamani Pradhan

Drama Others

3  

Gelamani Pradhan

Drama Others

ନିଜର କଲା

ନିଜର କଲା

1 min
11.6K

ନଥିଲା ଜୀବନେ ଆଶା

ତମେ ଆସିି, ଭରିଦେଲ ଭରଷା....

ଯେତେ ରାଗ ଥିଲା,

ଯେତେ ଅଭିମାନ ଥିଲା..….

ଆଜି ମନେ ଶୂୂନ୍ୟ ହୋଇଗଲା....

ତମକୁୁ ପୁଣିଥରେ,

ରହିବାକୁ ଜାଗା ଦେଲା.....

ନିିିଜର ଦୁନିଆ ପୁଣି ଗଢ଼ିିଲା...

ସୁଖକୁ ଆମନ୍ତ୍ରଣ କରି ଆଣିଲା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama