STORYMIRROR

BULU BEHERA

Drama Fantasy Children

3  

BULU BEHERA

Drama Fantasy Children

ସଂଖ୍ୟାରେ ଗୀତ (51-60)

ସଂଖ୍ୟାରେ ଗୀତ (51-60)

1 min
395


ପାଞ୍ଚ ଦଶ  ଏକ -ଏକାବନ,

କେଉଁଆଡେ  ଯିବୁରେ ତପନ  l


ପାଞ୍ଚ  ଦଶ  ଦୁଇ  - ବାଉନ,

ଯିବା  କିରେ  ନନ୍ଦନ କାନନ l


ପାଞ୍ଚ ଦଶ  ତିନି - ତେପନ,

କଣ  କହୁଛିରେ  ତୋର ମନ  l


ପାଞ୍ଚ  ଦଶ  ଚାରି - ଚଉବନ,

ତୋ' ନନା ବୋଉ କହିବେ  କଣ ।


ପାଞ୍ଚ ଦଶ  ପାଞ୍ଚ - ପଞ୍ଚlବନ,

ତୁ  ଯଦି  ନ  ଯିବୁ  ମୋ ରାଣ l


ପାଞ୍ଚ ଦଶ  ଛଅ

  - ଛପନ,

ପାଖରେ  ଅଛି ନା  ନାହିଁ ଧନ  l


ପାଞ୍ଚ  ଦଶ  ସାତ - ସତlବାନ,

ନ  ଥିଲେ  ମୁଁ  କରିବି  ବହନ  l


ପାଞ୍ଚ  ଦଶ  ଆଠ - ଅଠା ବନ,

ଚାଲ  ଯିବା  ଆମେ  ଏଇ କ୍ଷଣ l


ପାଞ୍ଚ ଦଶ  ନଅ - ଅଣଷଠି,

ଦୁହେଁ  ଯିବା  ଆମେ  ଏକାଠି  l


ଛଅ  ଦଶ  ଶୂନ  - ଷାଠିଏ,

ଜୀବନେ  ଦେଖିଥା  ଥରୁଟିଏ  l



Rate this content
Log in

Similar oriya poem from Drama