STORYMIRROR

Swarnalata Pati

Tragedy Classics Inspirational

3  

Swarnalata Pati

Tragedy Classics Inspirational

ନିଜକୁ ଚିହ୍ନିବା

ନିଜକୁ ଚିହ୍ନିବା

1 min
11.7K

ପଥହୁଡା ହେ ନଈମାନେ

ଆସ ଘର କରିବା ଛାତିର ଅଗଣାରେ

ସାଇଁ ସାଇଁ ଶ୍ୱାସ ପ୍ରଶ୍ୱାସରେ

ଘୁଙ୍ଗୁଡି ଶବ୍ଦ ନେଇ ଆସ

ଗଢିିିବା ସୁନ୍ଦର ସଂସାର। 

ନିଜକୁ ଜଖମ କରିିବାନି

ସମୟକୁ ଭାାଙ୍ଗିିିରୁଜି ଖତମ କରିିିବାନି

ଧୂଆଁ କରିିିବାନି ଜୀବନକୁ

ଔଷଧ ଦେବା ଅଜଣା ଘାଆରେ

ନିଛାଟିଆ କରିବାନି ଘରକୁ

ନିସାଛାଡି ସୁନାପିଲା ହେବା

ନିଜକୁ ଚିିିହ୍ନିବାର ସବୁଠୁ ମହାାନ୍ କାମଟା

ଆଜିିିଠୁ ଆରମ୍ଭ କରିବା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy