STORYMIRROR

Swarnalata Pati

Tragedy Action Classics

3  

Swarnalata Pati

Tragedy Action Classics

ରଙ୍ଗମଞ୍ଚ

ରଙ୍ଗମଞ୍ଚ

1 min
11.5K

ଅଫେରା ରାଇଜ ଅତିଥି ହେ

ଚିରଦିନ ମାନସ ପଟରେ ଚିହ୍ନା ଛାଡି

ତୁମେ ଚାଲିଗଲ ଅନେକ ଦୂରକୁ

ଆଜି ମନେପଡ ମୋର ବାରବାର

ଭିତରେ ଚାପି ରଖି ରୋଗମାନଙ୍କୁ

ମୁହଁରେ ରଙ୍ଗ ବୋଳି

କିମ୍ଭୁତକିମାକାର ବେଶେ

ଆସିଲ, ମନ ରସାଇଲ... 

ଅଭୁଲା, ଅପାଶୋରା ସମୟଟା

ସୂଚାଇ ଦିଏଏଇତ ଦୁନିଆ ରଙ୍ଗ ମଞ୍ଚରେ

ଦୁଇଦିନର କଳାକାର ଆମେ... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy