STORYMIRROR

Swarnalata Pati

Others

2  

Swarnalata Pati

Others

ସାଥୀମେଳେ#########

ସାଥୀମେଳେ#########

1 min
2.6K

ସବିତାର ନାଲି ମୁରୁଜ ଦେଖି

ମୋ ମନ ତା'ଠାରେ ଗଲା ତ ଲାଖି। 

ସାଥି ସଙ୍ଗାତଙ୍କୁ ତୁରନ୍ତ ଡାକି

ମୁଁ ଧାଇଁଲିି ମୋ ବସ୍ତାନୀ ଜାକି। 

ଗାଇଲୁ ସଙ୍ଗୀତ ଭଳି ଭଳିିିକି

ହସି ହସାଇଲୁ ମନ ଖୋଲିକି। 

ପୁଲକିତ ହେଉଥିିଲୁ ସୁଖ ଦେଇକି

ଝୁୁୁୁରୁଛି ଏବେ ମୁଁ ମୋ ସାଥୀିକି। 

ସୁୁଖ ସମୟକୁ ଭୁୁୁଲି ହେବ କି??

ମନରେ ରଖିିିବି ମୁଁ ସାଇତିକି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍