STORYMIRROR

Swarnalata Pati

Drama Tragedy Classics

3  

Swarnalata Pati

Drama Tragedy Classics

ଜୀବନର ବାଜୀ

ଜୀବନର ବାଜୀ

1 min
11.7K

 ଜୀବନର ବାଜି

କିଏ ଜିତେ କିିିଏବା ହାରେ, 

ମିଳନ ପରେ

ଲୀଳା ଖେଳା ସରିଗଲାପରେ

ରଥଚକ ବାହୁଡିବ ଦିନେ

କେଉଁ ଏକ ଅତର୍କିତ ମୁୁୁୁହୂର୍ତ୍ତରେ

କେଉଁ ଗୋଟି କେଉଁଠି ଥିବ, 

ହା-ତୀ- ଘୋଡା-ରାଜା--ପ୍ରଜା

କେଉଁମାନେ ଫିିିଙ୍ଗାହେବେ

ମିଳନର ଦିନ ସରିିଗଲେ

ଏଇ ପଶାପାଲି ଭିଡିଧରିିିଛି

 ଏକ ନିର୍ଦିଷ୍ଟ ସମୟ ପାଇଁ

ଅଠର ଦିନର ମହାଭାରତ

ଲେଖାଯିବ ଇତିହାସେ  କାଳକାଳକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama