Swarnalata Pati
Classics Inspirational Others
ମନ ଏକତ୍ର ହେେଲ,
ସବୁ ଗଡ ଜିତି ହୁଏ
ତମମୟମୁହୂର୍ତ୍ତମାନ
ଲୁଚିି ଯାଆନ୍ତି ଅନ୍ଧାରି ବନରେ।
ମନ ଏକାଠି ହେଲେ,
ଯୋଡାକୁ ଘୋଡା ସରି କି ହେବ!
ଲାଞ୍ଚ- ମିଛ-ଠକେଇ, ଅବା
ହୋଇଯାାଆନ୍ତି ଦେଶପ୍ରେମୀ।
ସ୍ମୃତି ସବୁ ଗୋଟେଇ ପୋଟେଇ
ବାଟୋଇଙ୍କ ପରି ଥକାମାରନ୍ତି
ମୋ ମନ ଉପବନେେ।
ଭକ୍ତର ଭଗବାନ
ନିଜକୁ ଚିହ୍ନିବ...
ଜୀବନର ବାଜୀ
ସାଥୀମେଳେ#####...
ଏକତାର ବଳ
ରଙ୍ଗମଞ୍ଚ
ଅହିଂସା ଅସ୍ତ୍ର ବଳ ଧରି ସ୍ଵାଧୀନ ଦେଶ ଦେଲ କରି । ତିନି ମାଙ୍କଡ଼ ତୁମ ଦାନ ଅହିଂସା ଅସ୍ତ୍ର ବଳ ଧରି ସ୍ଵାଧୀନ ଦେଶ ଦେଲ କରି । ତିନି ମାଙ୍କଡ଼ ତୁମ ଦାନ
ବଳିୟାନ ସମୟ ବଳିୟାନ ସମୟ
ତୁମେ ଆମ ସିଦ୍ଧିଦାତ୍ରୀ, ତୁମେ ଆମ ବୁଦ୍ଧିଦାତ୍ରୀ, ତୁମେ ଆମ ବରଦାତ୍ରୀ, ତୁମେ ଆମ ବିଦ୍ୟାଦାତ୍ରୀ ।୧। ... ତୁମେ ଆମ ସିଦ୍ଧିଦାତ୍ରୀ, ତୁମେ ଆମ ବୁଦ୍ଧିଦାତ୍ରୀ, ତୁମେ ଆମ ବରଦାତ୍ରୀ, ତୁମେ ଆମ ବ...
ଶକ୍ତି ସ୍ଵରପା ମାତଃ ଦୁର୍ଗେ ଶକ୍ତି ସ୍ଵରପା ମାତଃ ଦୁର୍ଗେ
କାଶତଣ୍ଡୀ ହସେ ପ୍ରକୃତି କୋଳରେ କାଶତଣ୍ଡୀ ହସେ ପ୍ରକୃତି କୋଳରେ
ପ୍ରାର୍ଥନା ପ୍ରାର୍ଥନା
ନବରାତ୍ରୀ ନବରାତ୍ରୀ
ଶକ୍ତି ସ୍ବରୂପା ଶକ୍ତି ସ୍ବରୂପା
ଦଶହରା ଦଶହରା
ବିଜୟା ଦଶମୀ ବିଜୟା ଦଶମୀ
ତ୍ରିଭୁବନ ମାଆ ଯେବେ କମ୍ପୁଥିଲା ତ୍ରାହି ମା ତ୍ରାହି ନାଦରେ ଅବତରିଲୁ ମା ହାତେ ଧରି ଖଡ୍ଗ ... ତ୍ରିଭୁବନ ମାଆ ଯେବେ କମ୍ପୁଥିଲା ତ୍ରାହି ମା ତ୍ରାହି ନାଦରେ ଅବତରିଲୁ ମା ...
ମହା ନବମୀ ତିଥିରେ ହୁଏ ଛତ୍ରଯାତ୍ରା ଘଣ୍ଟା ଘୁମୁରା ନିଶାନ ମହା ନବମୀ ତିଥିରେ ହୁଏ ଛତ୍ରଯାତ୍ରା ଘଣ୍ଟା ଘୁମୁରା ନିଶାନ
ଆଶ୍ଵିନରେ ପଡ଼ିଆରୁ କ୍ଷେତ ସବୁ ଆଡେ ଦିଶେ ସବୁଜ ମାତା ଅନ୍ନପୂର୍ଣ୍ଣା ଦୂର କରିବାକୁ ଆଶ୍ଵିନରେ ପଡ଼ିଆରୁ କ୍ଷେତ ସବୁ ଆଡେ ଦିଶେ ସବୁଜ ମାତା ଅନ୍ନପୂର୍ଣ୍ଣା ଦୂର କରିବାକୁ
କେତେକେ ଫେରିବେ ଦୂର ବିଦେଶ ରୁ ନିଜ ପ୍ରିୟ ମାଆ ପାଶେ ମୋ ଗାଁ ହସିବ ସ୍ନେହରେ ... କେତେକେ ଫେରିବେ ଦୂର ବିଦେଶ ରୁ ନିଜ ପ୍ରିୟ ମାଆ ପାଶେ ମୋ ଗାଁ ହ...
ଅନ୍ଧକାର ନାଶି ଆଲୋକ ପରଷି ସୃଷ୍ଟିର ସୂଜନ ପାଇଁ। ମମତା ପଣତେ ଅନ୍ଧକାର ନାଶି ଆଲୋକ ପରଷି ସୃଷ୍ଟିର ସୂଜନ ପାଇଁ। ମମତା ପଣତେ
ସୃଷ୍ଟି କର୍ତ୍ରୀ ତୁହି ମାଲୋ ପାର୍ବଣ ଉତ୍ସବ ପାଳନ ସମୟେ ହୋଇ ଥାଉ ଆର୍ବିଭାବ । ସୂର୍ଯ୍ୟ ମଣ୍ଡଳ ମଧ୍ଯ ରେ ନିବାସ... ସୃଷ୍ଟି କର୍ତ୍ରୀ ତୁହି ମାଲୋ ପାର୍ବଣ ଉତ୍ସବ ପାଳନ ସମୟେ ହୋଇ ଥାଉ ଆର୍ବିଭାବ । ସୂର୍ଯ୍ୟ...
ସ୍ୱର୍ଣ୍ଣ ବର୍ଣ୍ଣ ଶସ୍ୟ ରାଶି ହସଇ କେଦାରେ ଜନ ମନ ପ୍ରାଣ ନାଚେ ଦିବ୍ୟ ଚେତନା ରେ । ଆନନ୍ଦ ଉଲ୍ଲାସ ସହ ପ୍ର।ଚୁର... ସ୍ୱର୍ଣ୍ଣ ବର୍ଣ୍ଣ ଶସ୍ୟ ରାଶି ହସଇ କେଦାରେ ଜନ ମନ ପ୍ରାଣ ନାଚେ ଦିବ୍ୟ ଚେତନା ରେ । ଆନନ...
ଦୁର୍ଗା ମାଆଙ୍କୁ ଦେଖି ନୀଳଜଳ ସରୋବରେ ହଂସରାଳି ଚାଲେ ପିନ୍ଧି ପାଉଁଜ ଦୁର୍ଗା ମାଆଙ୍କୁ ଦେଖି ନୀଳ ସମୁଦ୍ର ଢେ଼ଉ... ଦୁର୍ଗା ମାଆଙ୍କୁ ଦେଖି ନୀଳଜଳ ସରୋବରେ ହଂସରାଳି ଚାଲେ ପିନ୍ଧି ପାଉଁଜ ଦୁର୍ଗା ମାଆଙ୍କୁ ...
ଗାଁ ଆମର ଶଙ୍କରପୁର ଗାଁ ଆମର ଶଙ୍କରପୁର
ମକର ଆସିଚି ମକର ଆସିଚି