STORYMIRROR

Sabita Nayak

Romance

2  

Sabita Nayak

Romance

ନୀରବତା

ନୀରବତା

1 min
129

ନୀରବ ରାତି 

ନୀରବ ଜହ୍ନ 

ମୁଁ ବି ନିରବି ଯିବି

ମିଶିଯିବି ତୁମରି 

ନିରବତାରେ 

ହଜିଯିବି ତୁମର ପ୍ରତିଟି 

ଭାବନାରେ ।


Rate this content
Log in

Similar oriya poem from Romance