STORYMIRROR

Dharmaraj Majhi

Abstract

2  

Dharmaraj Majhi

Abstract

ନୀରବତା

ନୀରବତା

1 min
245


ଶବ୍ଦ..,

ପଦରେ ସଜ୍ଜିତ

କଥାରେ ମୁଖରିତ,

ତଥାପି...,

ଅଭିମାନ ।।


ବାରବୁଲାର ସଉକ କଅଣ ଅପଦାର୍ଥ

ସଂଗ୍ରହ କରିବା ଅଖାବସ୍ତାରେ??

ଜରି, ପଲଥିନ ,ରଙ୍ଗୀନ ଆଉ

ପ୍ଲାଷ୍ଟିକ ଵୋତଲ ପୁଣି ଇତ୍ୟାଦି ଇତ୍ୟାଦି !!

ନା,

ବ୍ୟବହୃତ ଅଲୋଡ଼ା ଆବେଗକୁ ସାଇତି ରଖିବା,

ଆଉ କଅଣ ଖାଲି ଅପେକ୍ଷା କାବାଡିଵାଲାକୁ ,

ଟେକି ଦେବାକୁ

ତାର ସମସ୍ତ ସାଫଲ୍ୟ...!!


ରୁଚି ମୁତାବକ ସମ୍ମୋହନ ନାହଁ

ଭାବ ଥିବା ସତ୍ଵେ ଭଲ ପାଇବା ନାହିଁ!!

ଏବେ କୁଢ଼ କୁଢ ଆବର୍ଜନାକୁ ସାଇତି

ସାଜିଛି

ସମ୍ରାଟ ,

ଆଜି ଖର୍ଚ୍ଚ କରୁନି ଗୋଟିଏ ବି ଶବ୍ଦ,

ଅଭିଧାନରୁ,

ନି8ଶବ୍ଦ ନିରବତା ହିଁ

ଆବେଗକୁ କରୁଛି ଅlକ୍ତାମlକ୍ତା..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract