STORYMIRROR

Sunanda Mohanty

Drama Action Classics

3  

Sunanda Mohanty

Drama Action Classics

ନୀଳାଦ୍ରି ବିଜେ

ନୀଳାଦ୍ରି ବିଜେ

1 min
25

ଗରବଗଞ୍ଜନ କରିବେ ମାନଭଂଜନ 

ଅଚଳ ଅଟଳ ମହାମେରୁ 

ପ୍ରବେସିବେ ଶ୍ରୀମନ୍ଦିରେସାରିଯାତ୍ରାନବଦିନ

ନୀଳାଦ୍ରିବିଜେର ରୀତିନୀତି ହୋଇବସମ୍ପର୍ଣ୍ଣ

ଉପହାର ତୋଷିବେ ମା' ଲଷ୍ମୀଙ୍କ ମନ 

ରୋଚକ ପରମ୍ପରା ଭିତରେ 

ରସଗୋଲା ଦେବା ପ୍ରସଙ୍ଗଟା ଭାରି ଭିର୍ଣ୍ଣ 

ରତ୍ନ ସିଂହାସନ ପୁଣି ହସିବ 

କାଳିଆ ବଳିଆ ମା' ସୁଭଦ୍ରାଙ୍କ ଉପବେଶନ 

ଆଷାଢ଼ ଫେରିବ ଶ୍ରାବଣ ଆସିବ 

ଧୋଇଦେବ ତନୁମନ 

ସୂର୍ଯ୍ୟ ଲୁଚିଯିବେ ବାଦଲ ଉହାଡ଼େ 

ଶ୍ରୀମନ୍ଦିରେ ଦେଖି କାଳିଆ ଜହ୍ନ 

କରୋନା ହଟେଇ ଆଶ୍ୱସ୍ତ ମହୀ 

କରିଦିଅ ପ୍ରଭୁ ଦୁଃଖର ଅବସାନ 

ତମେଇ ତ ସର୍ବଶ୍ରେଷ୍ଠ ମହୋଷଧି ନିଦାନ 

ସର୍ବେ ଜଳକା ଦେଖି ପୂର୍ଣ୍ଣମୀପରି କଳାଜହ୍ନ 

ସୀମା ସରହଦ ଡେଇଁ ନାହଁ କେବେ 

ଧର୍ଯ୍ୟ ପରାକାଷ୍ଠାର ଏକମାତ୍ର ନିଦର୍ଶନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama