STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ନୀଳାଦ୍ରି ବିଜେ ,,,,,,,,,,,,,,,,,,,,,,

ନୀଳାଦ୍ରି ବିଜେ ,,,,,,,,,,,,,,,,,,,,,,

1 min
0

ଥରକୁ ଥର ରସଗୋଲା ଦେଇ 
କୁଆଡେ ଯାଅ ଗୋସେଇଁ 
ମାଆକୁ ନନେଇ ପୋଡପିଠା ଖାଇ 
ନା ଆଉ କଣ ପାଇଁ 
ଜାଣିହେଉନାହିଁ!
ତୁମେତ ନୁଁହଁ ନନ୍ଦ ରାଜାଙ୍କ ଶ୍ରୀକୃଷ୍ଣ 
ସେକଥା ଗଲାଣି ଯାଉ 
କଳିରେ ତୁମ ଯଶ ରହୁ 
ଏକପତ୍ନୀ ବ୍ରତରେ ଏ କଳିଯୁଗର 
ମାନ ମହତ ରହୁ 
ତୁମେ ଶିକ୍ଷକ ମଣିଷ ସମାଜର 
ମଣିଷ ଆଚରଣ ଉଚ୍ଚାରଣ ଠାକୁର ତୁମର 
କୋଉ ପାଣି କୁଆଡେ ଯାଉ 
ସିଲଟ ଶୁଖୁଥାଉ 
ଶୁଣେଇ ଲଷ୍ମୀ ମାଇ କହିଲେ ବହୁତ 
ଧରିଲେ ଜଗନ୍ନାଥ ଲଷ୍ମୀମାଆ ହସ୍ତ 
କଥା କିଛି ନାହିଁ ମହାମାୟୀ 
ଏ ଜନ୍ମେ ତୁମରି ଏକାନ୍ତ ମୁଁହିଁ 
ରତ୍ନବେଦୀ ଗୁଣ୍ଡିଚା ନଅରରେ ଜନ୍ମ ନେଇ 
ଥରେ ନଗଲେ ଷଷ୍ଠୀ ଓ ଇଷ୍ଠଙ୍କ ସହ 
ଗୁଣ୍ଡିଚା ମାଉସୀ କାନ୍ଦଇ 
ପୋଡପିଠା କରି ରଖିଥାଇ 
ଆମେ ତିନି ଭାଇ ଭଉଣୀ ଭାଇ 
ସେଠାରେ ଜନ୍ମ ତୁମେ ଜାଣ ନାହିଁ 
ଭୁଲି  ଅଭିମାନ ଅଭିଯୋଗ ମହାମାୟୀ 
ବାଟ ଛାଡ଼ିଦେଇ କହିଲେ 
ଯାଅ ଭିତରକୁ ଜଗତ ସାଇଁ 
ଯାଉଛି ମୁଁ ସକାଳ ପାହୁ ପାହୁ 
ରା଼ନ୍ଧିବି ସାଠିଏ ପଉଟି ଅନ୍ନ ବ୍ୟଞ୍ଜନ 
ତୁମେ ଓ ତୁମ ଭାଇଭଉଣୀ ସହ
ତେତ୍ରିସ ଶହ କୋଟି ଭକ୍ତଙ୍କ ପାଇଁ 
ଅଦିନେ ବଣମଲ୍ଲୀ ଫୁଟି 
ପଦ୍ମଫୁଲ ବେଣୀ ଛାଟି 
ବ୍ରହ୍ମକମଳ ପଡେ ଲୋଟି 
ଜଗତସାଇଁଙ୍କ ନୀଳାଦ୍ରିବିଜେ ପାଇଁ
,,,,,,,,,,,,,,,,,,,,,,
ଥରକୁ ଥର ରସଗୋଲା ଦେଇ 
କୁଆଡେ ଯାଅ ଗୋସେଇଁ 
ମାଆକୁ ନନେଇ ପୋଡପିଠା ଖାଇ 
ନା ଆଉ କଣ ପାଇଁ 
ଜାଣିହେଉନାହିଁ!
ତୁମେତ ନୁଁହଁ ନନ୍ଦ ରାଜାଙ୍କ ଶ୍ରୀକୃଷ୍ଣ 
ସେକଥା ଗଲାଣି ଯାଉ 
କଳିରେ ତୁମ ଯଶ ରହୁ 
ଏକପତ୍ନୀ ବ୍ରତରେ ଏ କଳିଯୁଗର 
ମାନ ମହତ ରହୁ 
ତୁମେ ଶିକ୍ଷକ ମଣିଷ ସମାଜର 
ମଣିଷ ଆଚରଣ ଉଚ୍ଚାରଣ ଠାକୁର ତୁମର 
କୋଉ ପାଣି କୁଆଡେ ଯାଉ 
ସିଲଟ ଶୁଖୁଥାଉ 
ଶୁଣେଇ ଲଷ୍ମୀ ମାଇ କହିଲେ ବହୁତ 
ଧରିଲେ ଜଗନ୍ନାଥ ଲଷ୍ମୀମାଆ ହସ୍ତ 
କଥା କିଛି ନାହିଁ ମହାମାୟୀ 
ଏ ଜନ୍ମେ ତୁମରି ଏକାନ୍ତ ମୁଁହିଁ 
ରତ୍ନବେଦୀ ଗୁଣ୍ଡିଚା ନଅରରେ ଜନ୍ମ ନେଇ 
ଥରେ ନଗଲେ ଷଷ୍ଠୀ ଓ ଇଷ୍ଠଙ୍କ ସହ 
ଗୁଣ୍ଡିଚା ମାଉସୀ କାନ୍ଦଇ 
ପୋଡପିଠା କରି ରଖିଥାଇ 
ଆମେ ତିନି ଭାଇ ଭଉଣୀ ଭାଇ 
ସେଠାରେ ଜନ୍ମ ତୁମେ ଜାଣ ନାହିଁ 
ଭୁଲି  ଅଭିମାନ ଅଭିଯୋଗ ମହାମାୟୀ 
ବାଟ ଛାଡ଼ିଦେଇ କହିଲେ 
ଯାଅ ଭିତରକୁ ଜଗତ ସାଇଁ 
ଯାଉଛି ମୁଁ ସକାଳ ପାହୁ ପାହୁ 
ରା଼ନ୍ଧିବି ସାଠିଏ ପଉଟି ଅନ୍ନ ବ୍ୟଞ୍ଜନ 
ତୁମେ ଓ ତୁମ ଭାଇଭଉଣୀ ସହ
ତେତ୍ରିସ ଶହ କୋଟି ଭକ୍ତଙ୍କ ପାଇଁ 
ଅଦିନେ ବଣମଲ୍ଲୀ ଫୁଟି 
ପଦ୍ମଫୁଲ ବେଣୀ ଛାଟି 
ବ୍ରହ୍ମକମଳ ପଡେ ଲୋଟି 
ଜଗତସାଇଁଙ୍କ ନୀଳାଦ୍ରିବିଜେ ପାଇଁ


Rate this content
Log in

Similar oriya poem from Classics