ନୀଳ ଲହରୀରେ ଯା’ ଚରଣ ଧୁଏ
ନୀଳ ଲହରୀରେ ଯା’ ଚରଣ ଧୁଏ
ନୀଳ ଲହରୀରେ ଯା’ ଚରଣ ଧୁଏ
ମହୋଦଧି ଅହରହ
ଶକତି ବା କାହୁଁ ଧୋଇଦେବା ପାଇଁ
ଦେଇ ମୋ ନୟନ ଲୁହ
ଭକ୍ତିରେ ବା କାହୁଁ ବାନ୍ଧିବାକୁ ଶକ୍ତି
କିବା ଭକ୍ତି ଅବା ମୋର
ଡରି ମରି କୁହେ ମଣିମାହେ ‘’ଦେହୀ..
ପଦ ପଲ୍ଲଵ ମୁଦାରଂ ‘’
ତପନ ଦୀକ୍ଷିତ(ବେଳାଭୂମି)
