ପ୍ରଥମ ଭେଟ
ପ୍ରଥମ ଭେଟ


ସମ୍ଭବତଃ ଦୁଇ ହଜାର ...
ପନ୍ଦର,
ସାନ୍ଧ୍ୟ ଯାନ ଗତିକରେ...
ଛାଡି ଏକପୁର,
ସ୍ଥାନ ଟିଏ ମିଳେ..
ଏକ ପାର୍ଶ୍ୱ...ଉଜ୍ଜଳ ସୁକୋମଳ
ଊରୂଜ ର
ହଜିଗଲା..
ମିଶିଗଲା...ସରଳ
ଆଵେଗ...ମନର ।
କିଏ ଜାଣେ
ସିଏ...
ଏକ ଆଚମ୍ବିତ
ମୃଗତୃଷ୍ଣା...
ନିର୍ଜନ ମରୁଭୂମିର
ଘନାନ୍ଧର...
ମହାକାଶ ର
ଅସମାପ୍ତ....
ଦିଗ୍ ବଳୟ ର ।
ଇତି ମଧ୍ୟେ
ଗତ ହେଲା...
ରଜନୀ...ଦିବସ
ଅଠର ଶହ... ପଚିଶ
ଯୁକ୍ତ( ) ଅନ୍ୟ
ଏକ ବର୍ଷ, ବିଂଶ ଆଉ ବିଂଶ (୨୦୨୦)
ତଥାପି....ଛୋଟ
ନ ହେଲା ଆକାଶ
ସେତ ଶୂନ୍ୟ....
ମହାଶୂନ୍ୟ...ଅଟେ ମହାକାଶ ।
କୁଆଡେ ସିଏ....
ଵଢାଇଵ ହସ୍ତ
ଶୁଶିଵକି....
ଫଗୁଣ ର ଗିତ
ଵୁଝିଵକି....
ପ୍ରେମ ର ସଙ୍ଗୀତ
ହୃଦୟ....ଯାହାର
ସ୍ଵାର୍ଥରେ...ଜଡ଼ିତ
ଚକ୍ଷୁଟି...ଯାହାର
ହିଂସାରେ...ପ୍ରେରିତ