STORYMIRROR

Sanjya Tripathy

Classics Others

3  

Sanjya Tripathy

Classics Others

ନୀଳ ଆଲୋକରେ ହତ୍ୟା

ନୀଳ ଆଲୋକରେ ହତ୍ୟା

1 min
191


ଏକ ସମ୍ମୋହନଗ୍ରତ ଇଲାକା

ଦିଗ୍ଧ ଭ୍ରଷ୍ଟ ଶାମୁକାର ଇତି କଥାରେ

ବିସର୍ଗୀକୃତ ନରଶ୍ମବୀ ଆକାଂକ୍ଷା

ସ୍ମୃତିପଟ ଉଦ୍ଭାସିତ ହୁଏ ଏକ ନୀଳକାନ୍ତ ସୌରଭରେ

ମହୁଲି ମତୁଆଲ ମୁଁ ତାଳେ ତାଳେ ନାଚେ

ବନ ବିହଂଗୀର ଅଦ୍ଭୁତ ବନ୍ଦରେ

ସ୍ମୃତି ସୀମାଂଚରେ ଦୃଶ୍ୟମାନ

ହେଲେ ଅନେକ ନିର୍ବାକ୍ ଚରିତ୍ର

ଜୀବନ ଓ ମୃତ୍ୟୁର ଲୁଚକାଳି ଖେଳରେ

ଭସା ବାଦଲର ଭରସା ବିହୀନ ଯାତ୍ରା ଆଢୁଆଳରେ

ଅନୁପମ ଆମ ସମୀକ୍ଷା ଜିବୀବିଷ୍କାର ସଂଧାନରେ

ଅଭିନବ କର୍ମ ସଂସ୍କୃତିରେ ଅନନ୍ୟ ପ୍ରକାଶ କଂଗୀରେ

ମାର୍ମିକ ମରୁଦ୍ୟାନରେ ସମାହିତ,

ଶୀତ ସାଧନାରେ

ବାଳ ସୂର୍ଯ୍ୟକର ଲୋହିତ ଲହୁ ଲହୁରେ

ବନ ମୟୂରୀର ମାନରଂଜନରେ

ସ୍ଵପ୍ନ ବିଳାସୀ ଶ୍ରମିକ ମୁଁ ପରିସ୍ଫୁଟ ହୁଏ

ବ୍ୟତିକ୍ରମ ଏକ ଶ୍ରାବଣୀ କବିତାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics