STORYMIRROR

sumita behera

Romance Fantasy

3  

sumita behera

Romance Fantasy

ନୀଳ ଆକାଶ

ନୀଳ ଆକାଶ

1 min
191

ନୀଳ ଆକାଶର ନୀଳଜହ୍ନ ତୁମେ

ନୀଳ ନୀଳ ତୁମ ମନ,

ନୀଳ ତଟିନୀର ନୀଳକଇଁ ମୁଁ ଯେ

ସ୍ମୃତି ବତୁରା ସପନ ।।୦।।


ତୁମ ଗଗନର ନୀଳ ନୀଳିମାରେ

ମୋତେ ହଜିବାକୁ ଦିଅ,

ତୁମ ନୟନର ଭିଜା ବାଦଲରେ

ମୋତେ ବି ଭିଜେଇ ଦିଅ...

ନୀଳ ଗଗନର ନୀଳଜହ୍ନ ତୁମେ.... ।।୧।।


ତୁମ ହୃଦୟର ପ୍ରୀତି ଇଲାକାରେ

ମୋ ଲାଗି ଜଗାଟେ ଦିଅ,

ତୁମ ସ୍ପନ୍ଦନରେ ମୋ ସ୍ପନ୍ଦନ ଯୋଡି

ମୋତେ ଅପଣାଇ ନିଅ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Romance