ନଈ କୂଳେ ବଗ ଘର
ନଈ କୂଳେ ବଗ ଘର
ନଈ କୂଳେ ବଗ କରିଛି ଘର,
ନିତି କରେ ସେ ମାଛ ଆହାର ।
ଧୋବ ଫରଫର ଦେହ ତାହାର,
ବେକ ଲମ୍ବା ଆଉ ସୂକ୍ଷ୍ମ ଶରୀର ।
ଋଷି ପରି ସିଏ କରଇ ଧ୍ୟାନ,
ଅତି ଚାଲାକିରେ ଧରଇ ମୀନ।
ong> ବକ ପରି ଆମେ କରିବା ଧ୍ୟାନ, ପାଠ ଛଡା ଅନ୍ଯେ ନଦେବା ମନ। ବକର ଯାତନା ଦେଖି ରତ୍ନାକର, ମନେ ସଂଚରିଲା ଉଦାର ବିଚାର। ରଚିଥିଲେ ସେ ଗ୍ରନ୍ଥ ରାମାୟଣ, ଘରେ ପୂଜା ପାଏ ଶ୍ରେଷ୍ଠ ପୁରାଣ ।