STORYMIRROR

Manaswani Sahoo

Others Children

3  

Manaswani Sahoo

Others Children

ଚାଷୀ ଭାଇ

ଚାଷୀ ଭାଇ

1 min
298

ଧାନଫୁଲ ଉଡେ ହସି ହସିକା,

                  ଦୂର ପରବତ କୁଞ୍ଚି କୁଞ୍ଚିକା।

ଧାନବିଲ ଦିଶେ ଭାରି ସବୁଜ,

                ଚାଷୀ ଭାଇଙ୍କର ମନ ମଉଜ ।


ଖରା ବରଷାକୁ ନଥାଏ ଡର,

                କୃଷି କର୍ମଣରେ ଆଦର ତା'ର।

ମୁଣ୍ଡ ଝାଳକୁ ସେ ତୁଣ୍ଡରେ ମାରି,

                ଶସ୍ଯ ଉପୁଜାଏ ଯତନ କରି ।


ସବୁରି ମୁଖରେ ଆହାର ଦିଏ,

                ଖୁସିରେ ସଭିଙ୍କୁ ହସାଇ ଥାଏ।

ଭାରତ ଟି କୃଷି ପ୍ରଧାନ ଦେଶ,

                 କୃଷିର ଉନ୍ନତି କରିବା ଆସ।


Rate this content
Log in