STORYMIRROR

Dr Chandra Sekhar Bhol

Romance Inspirational

3  

Dr Chandra Sekhar Bhol

Romance Inspirational

ନିଃସଙ୍ଗତା

ନିଃସଙ୍ଗତା

1 min
147

ଜୀବନର ନିଃସଙ୍ଗତାକୁ ଦୂର କରିବାକୁ ଯାଇ,

ହୃଦୟଟି ଅନେକ ବାର ସାଥିଟିଏ ଖୋଜିଛି

ସାଥିଟିଏ ମିଳିଗଲା ପରେ

କେଜାଣି କାହିଁକି

ହୃଦୟଟି ପୁଣି ଥରେ ଶୂନ୍ୟତାକୁ ଅନୁଭବ କରିଛି

ଖାସ, ସେଇଥି ପାଇଁ ତ

ହୃଦୟଟା ଆଜି ନିଃସଙ୍ଗତାକୁ,

ଜୀବନସାଥୀ ରୂପେ ବାଛି ନେଇଛି

ଜୀବନର ନିଃସଙ୍ଗତାକୁ ଦୂର କରିବାକୁ ଯାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance