Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akankshyamayee Dash

Classics Inspirational Others

3  

Akankshyamayee Dash

Classics Inspirational Others

ନିଃ ସଙ୍ଗ

ନିଃ ସଙ୍ଗ

1 min
195


ଆସିଥିଲି ଏକା ଯିବି ମୁଁ ଏକା

ଏ ଦୁନିଆରେ ରହି ଥିବି ଏକା ।

କେହି ନୁହେଁ ବନ୍ଧୁ କେହି ନୁହେଁ ସଖା

ସମସ୍ତେ ଏକ ଏକ ମାୟା ମରୀଚିକା,

ଅଜଣା ଥିଲା ମୋ ପାଇଁ ଏ ମାୟା ସଂସାର

ରହି ଗଲି ଏକା ହୋଇ ଏକା କାର

ସାଙ୍ଗ ସାଥି ମେଳେ କାଟିଲି କିଛି ଦିନ,

ତଥାବି ଥିଲା ଏ ଜୀବନ ଅସମ୍ପୂର୍ଣ୍ଣ ।

ଯେତେ ବେଳ ଯାଏଁ ନ ମିଳିଛି ସତସଙ୍ଗ

ସେତେ ବେଳ ଯାଏଁ ମୁ ରହି ଥିବି ନି ସଙ୍ଗ ।



Rate this content
Log in

Similar oriya poem from Classics