STORYMIRROR

Tapan Dixit

Romance

2  

Tapan Dixit

Romance

ନିଘୋଡ଼ ନିଦରେ ଶିଳ୍ପେ ମଗନ

ନିଘୋଡ଼ ନିଦରେ ଶିଳ୍ପେ ମଗନ

1 min
2.5K


ନିଘୋଡ଼ ନିଦରେ ଶିଳ୍ପେ ମଗନ 

ରୂପସୀ ଅନ୍ଧାରି ରା଼ତ୍ରେ,

ଜାଣେନା ଅଜଣା କେଉଁ ତନ୍ଵୀର 

ରୂପ ଦିଏ ବାରମ୍ବାର 

ନିଗୂଢ଼େ କାହିଁକି ଗଢ଼େ ବସି ଆଜି 

ସେଇ ପ୍ରତିରୂପ ତାର ,

ବିବଶ ଅବା ମୁଁ ଅବଶ ତାହା ବି 

ନିଜେବି ପାରେନା ଜାଣି 

ବୋଧ ହୁଏ ଏହା ବିଟୋଳ ମନର 

ନିଟୋଳ ପ୍ରେମ କାହାଣୀ .. ।। 

ତପନ ଦୀକ୍ଷିତ(ବେଳାଭୂମି) 7.12.2017

ନାଶିକେଶ୍ୱର, କାକଟପୁର, ପୁରୀ

ବିଟୋଳ: ଶଠ ,ଦୁଷ୍ଟ


Rate this content
Log in

Similar oriya poem from Romance