STORYMIRROR

ସୁରେନ୍ଦ୍ର ମିଶ୍ର

Inspirational

4  

ସୁରେନ୍ଦ୍ର ମିଶ୍ର

Inspirational

ନିଆରା ବନ୍ଧୁତ୍ୱ

ନିଆରା ବନ୍ଧୁତ୍ୱ

1 min
276

ବନ୍ଧୁତ୍ୱ ଏକ ନିଆରା ସମର୍କ

ବନ୍ଧୁତ୍ୱ ଏକ ଫୁଲର ମହକ

ବନ୍ଧୁତ୍ୱ ଏକ ଆଦେଖା ସାହାରା

ବନ୍ଧୁତ୍ୱ ଏକ ବିଚିତ୍ର ପ୍ରେମ ର ପସରା

ଛାଇ ଆଲୁଅର ଖେଳ ନଥାଏ ଯେଉଁଠି

ରାଗ,ରୁଷା, ଭଲପାଇବା କିଛି

ମାନେ ରହେ ନାହିଁ

ସ୍ୱାର୍ଥପରତା ଠାରୁ ଥାଏ ଅନେକ ଦୂର

ସର୍ଵଦା ପାଖରେ ନଥିଲେ ମଧ୍ୟ 

ବିପଦ ସମୟ ରେ ଆସି ଛିଡା ହୋଇଥାଏ

ପସିଏ ପରା ବନ୍ଧୁଯେ ମୋର

ବନ୍ଧୁତାରେ କେବେ ନ ଆସୁ ଇତି

ଠାକୁର ପାଖରେ ମୋ ଏତିକି ପ୍ରଣତି,

ଅଖଣ୍ଡ ରହୁ ଆମ ସମ୍ପର୍କ ଚିର ବନ୍ଧୁତ୍ୱ ଜ୍ୟୋତି 

ଯାଉ ଜୀବନ ବନ୍ଧୁତ୍ୱ ରେ ବିତି

ହେ ବନ୍ଧୁ ମୋର ବିଶ୍ୱାସର ନଦୀ କୂଳେ 

ତୋଳି ଥିବା ମୋର ପତ୍ର ଉଆଁସକୁ

ଭାଙ୍ଗିବନି କେବେ ଛଳେ

ଅନେକ କଟୁକ୍ତି ଅନେକ ବିବାଦ

ଆସିଥାଏ ଜୀବନେ ପଥେ ଯେବେ 

ଜନ୍ମ ନିଏ ଏକ ନିଆଁର ବନ୍ଧୁତ୍ୱ ର ସମ୍ପର୍କ ସେବେ ।


Rate this content
Log in

Similar oriya poem from Inspirational