STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ନଗରୀ

ନଗରୀ

1 min
188

ମୁଁ ଏବେ ରଙ୍ଗୀନ ସ୍ବପ୍ନର କଳ୍ପନାରେ 
ମୁଁ ଏବେ ବାସ୍ତବ ନଗରୀର ସ୍ୱପ୍ନରେ 
ସ୍ବପ୍ନ ଏକ ଯନ୍ତ୍ରଣା ରହିତ ଜୀଵନ 
ଆକାଶ ଏକ ନିର୍ମଳ ମନର 
ଚମକ ବି ଆସେ ଜୀବନରେ 
ଚିନ୍ତାରେ ଚେତନା ରେ 
ହୃଦୟ ଟା ଦର୍ପଣ ପାଲଟି ସାରିଛି 
ପ୍ରତିଛବି ବି ତ ଦେଖିସାରିଛି 
ଇଚ୍ଛା ହୁଏ ଲେଖିବାକୁ ମନର କଥା 
ଇଚ୍ଛା ହୁଏ କହିବାକୁ ଜୀଵନ କଥା 
ଖୋଜେ ଏକ ବାସ୍ତବ ମଣିଷ 
ଖୋଜେ ଏକ ବାସ୍ତବ ନଗରୀ.............


Rate this content
Log in

Similar oriya poem from Abstract