Sudipta Behera
Abstract
ନବ ବର୍ଷ
ତୁମେ ଆସ
ନୂତନ ସକାଳ ନେଇ
ସୁସ୍ଥ ନୀରୋଗ
ଦିନର ସ୍ପର୍ଶରେ
ହସ ଖୁସି ର
ସମ୍ଭାର ନେଇ l
ଶେଷ ହେଉ
ଭୟଙ୍କର କରୋନା ତାଣ୍ଡବ
ହଟି ଯାଉ
ଲକ୍ ଡାଉନ
ଖେଳି ଯାଉ
ସୁଖ ଶାନ୍ତି ସମୃଦ୍ଧି
ପରିପୁଷ୍ଟ ହେଉ ଜୀବନ l
ତଫାତ୍
ଜୀବନ ମସଲା
ସେଇ ପୁରୁଣା ସହ...
ନିର୍ବାଣ
ଆଶା
ହସ
ଜୀବନ
ସମ୍ପର୍କ
ପ୍ରେମ
ବାଃ ରେ ମଣିଷ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ମାଆ କାଳିଜାଈ ତୋ'ପୀଠ ସ୍ଥଳୀ କୁ କୋଟିକୋଟି ଦଣ୍ଡବତ , ସଦ୍ ବୁଦ୍ଧି ଦେ, ମା' ମୁଢ଼ ମଣିଷଙ୍କୁ ମାଆ କାଳିଜାଈ ତୋ'ପୀଠ ସ୍ଥଳୀ କୁ କୋଟିକୋଟି ଦଣ୍ଡବତ , ସଦ୍ ବୁଦ୍ଧି ଦେ, ମା' ମୁଢ଼ ...
ଜୀବନରେ କେବେ ବିଶ୍ବାସ ଘାତକ ଦେଶ ସାଥେ କର ନାହିଁ ଏଇ ଦେଶ ଆମ ଗର୍ବ ଓ ଗୌରବ ମାଟି ମାଆ ଜୀବନରେ କେବେ ବିଶ୍ବାସ ଘାତକ ଦେଶ ସାଥେ କର ନାହିଁ ଏଇ ଦେଶ ଆମ ଗର୍ବ ଓ ଗୌରବ ...
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ଅଭାଗିନୀ ଅଭାଗିନୀ
କିତ୍ କିତ୍ କିତ୍ କିତ୍
ପାର୍ବଣ ଶେଷରେ ପାର୍ବଣ ଶେଷରେ
ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ତନୁ ମନ ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ...
ମା ଗୋ ମା ମା ଗୋ ମା
ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ଆସିଛି ଶରଦ କ ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ...
ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ
ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ସତ୍ୟ ବଚନ ସତ୍ୟ ବଚନ
କବି କବି
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ