STORYMIRROR

Sunanda Mohanty

Inspirational Others

2  

Sunanda Mohanty

Inspirational Others

ନାରୀ

ନାରୀ

1 min
122

ନାରୀ ଏକ ଫୁଲ 

ବାସୁଥାଏ ଦୁଇକୂଳରେ 

ହେଲେ ମୁଖଶାଳା 

ପରିବାର ମନ୍ଦିରରେ 

ତ୍ୟାଗ ସ୍ୱାର୍ଥ ତ୍ୟାଗ ର 

ପୁଜାରିଣୀ ସିଏ 

ତାକୁ ବୁଝିବାକୁ ସମୟ 

କହେ ହଉ ହଉ ରହେ 

ଶୁନ୍ୟ ରୁ ପୂର୍ଣ୍ଣତା ପର୍ଯ୍ୟନ୍ତ 

ଭରା ନଈ ଟିଏ 

ପୁଣି ସ୍ରୋତସିନୀ ପୁଣ୍ୟତୋୟା 

ଝିଅ ଭଗିନୀ ଜନନୀ ଜାୟା ଟିଏ 

ରାଜକୁମାରୀରୁ ବଧୂ ବେଶେ 

ଜାୟା ରୁ ଜନନୀ ଅବା ମାଆ 

ମମତା ଫଲଗୁ ବହୁଥିବା 

ସୁନ୍ଦର ଉପବନ ଟିଏ 

ମରୁଭୂମି ର କାକଟସ ଗୋଟିଏ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational