STORYMIRROR

Sagar Pradhan

Inspirational

3  

Sagar Pradhan

Inspirational

ନାରୀ ସର୍ବଦା ପୂଜା ପାଏ

ନାରୀ ସର୍ବଦା ପୂଜା ପାଏ

1 min
13.4K


🧕🏻ନାରୀ ସର୍ବଦା ପୂଜା ପାଏ🙏🏻

ନାରୀ ନୁହେଁ ସେ ନଈ ଟିଏ

      ନୀରବ ନାଦରେ ବହିଯାଏ।

ଜୀବନ ଟା ଯାତନା ଭରା

        ତଥାପି ନିତ୍ୟ ହସୁଥାଏ।

ଧରିତ୍ରୀ ପରି ସର୍ବସହା 

       ଦୁଃଖ କଷ୍ଟ କୁ ସହିଯାଏ।

ଗର୍ଭର ଯନ୍ତ୍ରଣା କୁ ସହି

        ନୂତନ ଜୀବ ଜନ୍ମ ଦିଏ।

ଜୀବନ ତରଙ୍ଗେ ନା'ତାର 

        ନାନାଦି ପରିଚୟ ପାଏ।

ଦୁହିତା ଭଗିନୀ ଜନନୀ

      ଜାୟା ପ୍ରେମିକା ରୂପ ନିଏ।

ନାରୀର ସ୍ଥିତି ଏ ଜଗତେ

        ସୃଷ୍ଟି ସର୍ଜନା କରୁଥାଏ।

ବେଦ ପୁରଣେ ଇତିହାସେ 

       ନାରୀ ସର୍ବଦା ପୂଜା ପାଏ।

     

     ସାଗର ପ୍ରଧାନ,ଗଞ୍ଜାମ


Rate this content
Log in

Similar oriya poem from Inspirational