STORYMIRROR

Sagar Pradhan

Others

2  

Sagar Pradhan

Others

ତୁ ମୋର

ତୁ ମୋର

1 min
14.7K


ତୁ ମୋର..

କାହିଁକି ଏମିତି

ଖୋଜୁଛି ମୋ ଆଖି

ପ୍ରତି ପଲକରେ ତୋତେ

କାହିଁକି ଭାବୁଛି

ରାତି ସାରା ଚେଇଁ

ମୋ ମନ ତୋ କଥା ଯେତେ....


ଯେତେ ଦେଖିଲେବି

ମନ ବୁଝେ ନାହିଁ

ତୋ ପାଇଁ ମୋ ମନ ବ୍ୟାକୁଳ

ସତେ କି ତୁ ମୋର

ସ୍ବପ୍ନ ର ତୂଳୀରେ

ଆଙ୍କି ହୋଇଥିବା ସକାଳ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍