STORYMIRROR

Purnima Sing

Classics

3  

Purnima Sing

Classics

ନାଲି ରଙ୍ଗର ଛାୟା

ନାଲି ରଙ୍ଗର ଛାୟା

1 min
102

ସୁନୀଳ ମୁକ୍ତ ଗଗନକୁ ଚାହିଁ

     ପାରିବ କି ଥରେ ପ୍ରିିୟା କହି 

ପ୍ରେମ କାହିଁକି ହୁଏ? 

ତୁମ ମୁକ୍ତ କେଶ ରାଶି 

     ବର୍ଷା ଭିଜା ମୃତ୍ତିକା ମହକ 

ଚତୁଃ ଦିଗରେ ଭାସି ଆସେ?


କୁଚରେ କିିିବୁଚ ଗଳା ରତ୍ନ ହାର

    ଚରାଇ ନିିଏ ଟି ମନ,

ଚାହୁଁ ଚାହୁଁ ଆସି ବେଗେ ଚଳି ଦେଖେ

ତୁମେ କି ଅଲିଭା ଜହ୍ନ?


ଜୀବନ ସଂଘର୍ଷ ଅତିିି କ୍ଳାନ୍ତ ଅବସନ୍ନ,

    ତଥାପି ବି ହସୁ ଥାଅ,

ମୋ ମନ ମାନେ ନା ଛୁଇଁ ଦିଏ ଯାଇ

    ସଅକାଳ ରେ ମୋ ବକ୍ଷ କନ୍ଦରେ

ଲାଜେ ଲାଜେ ଲାଜେ ଝରିଯାଅ ।।


ତୁମ ହାତ ପାପୁଲିରେ

       ଭାଗ୍ୟ ରେଖା ମୋର

ଚମକି ଉଠେ ଧିରେ,

  କେଉଁ ଅବନା ତରଙ୍ଗ ପ୍ରପିିିଡିତ ହୁଏ

ମୁଁ କାମନା ଜ୍ବାଳାରେ ମରେ ।।


ଦିକ୍ ଦିିିକ୍ ସେହି ନିଃଶବ୍ଦ ରାତ୍ରରେ

   ସଂଜ୍ଞା ହୀନ ଉଷ୍ଣ ପ୍ରଶ୍ବାସ

ଆଲିଙ୍ଗନ ଛଳେ ଛୁଇଁ ଦେଇ ଯାଅ

   ମୋ ମନକୁ କର କୃତାର୍ଥ।।


ଇଚ୍ଛା ହୁଏନାହିଁ ଯିିବାକୁ ବାହୁଡ଼ି,

ଅଗନ୍ତବ୍ୟ ମୁକ୍ତି ପଥେ,

    ଯିବାକୁ ଚାହିଁଲେ, ତୁମେ ହସିଦିିଅ

ଅବନା ରସ ତରଙ୍ଗେ।।


ପଥ ହୁଡି ଯାଏ , ଯିବାକୁ ଆଗକୁ

ଏହା ତ ବାନ୍ଧି ରଖିବାର

ଜୀବନ ଶଙ୍କୁକୁ କରବିର ଏକ ମାୟା

ଛୁଇଁ ବାକୁୁ ଗଲେ , ଅଦୃଶ୍ୟ ହୁଏ ସେ,

ନାଲି ରଙ୍ଗର ଛାୟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics