STORYMIRROR

Purnima Sing

Others

3  

Purnima Sing

Others

ଅମଡ଼ା ପଥ

ଅମଡ଼ା ପଥ

1 min
12K

ମୁଁ ଚାଲି ପାରେନା ତୁମ ବିନା 

 ସେହି ଅମଡ଼ା ଅଙ୍କାବଙ୍କା 

ଜୀବନ ପଥ ର ପଥିକ ହୋଇ,


ମନ ମୋର ଅଶାନ୍ତ ବିଭ୍ରାନ୍ତ 

  ଅବିଶ୍ରାନ୍ତ ଅବଶ କେତେ କ୍ଳାନ୍ତ 

ପ୍ରାୟଶ୍ଚିିତ ପାଇଁ ଖୋଜେ 

  ଏକ ମୁୁକ୍ତଲଭାର୍ଥ ର ପଥ।


ମୁଁ ସେହି ତୁମ ମରିଚିକା ,

 ଯାହା ପଛେ ଧାଇଁ ଥିଲ ତୁମେ 

ଦିନେ ହୋଇ ଅକ୍ଳାନ୍ତ , ଅବିଶ୍ରାନ୍ତ,

ମୁଁ ବି ଆଜି ନୟାକ୍ତ ,ଘେନି ସଂସାର ର 

   ଯାବତୀୟ ଚିନ୍ତାଗ୍ରସ୍ତ ।।


ଫେରିଯିବା ପୁନଃ ଥରେେ ସେହି

   ଦୁଃଖଦ ଅତୀତ କୁ 

ଯେଉଁଠି ପାଇଥିଲୁ ଶୈଶବ ର ସୁଖ

  ପୁନଃ ବଞ୍ଚିବାର ନୂତନ ଆଶା ନେଇ

ଚାଲିବା ସେହି ଅମଡ଼ା ପଥ ରେ

     ନିବିଡ଼େ ହାତ ଧରାଧରି ହୋଇ।।।


Rate this content
Log in