Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purnima Sing

Inspirational

4.0  

Purnima Sing

Inspirational

ସଫଳତା

ସଫଳତା

1 min
241


ସଫଳତା ର ସ୍ବାଦ ବାରି ଧାରେ

  ଆମେ ସମସ୍ତେ ଭାରତର ସନ୍ତାନ

ଲୁହ ଲହୁ ଢ଼ାଳି ଇତିହାସ ରଚୁ

    ଦେଶ ପାଇଁ ଦେଉ ଜୀବନ।।


ବିଜୟ ର ଅମୃତ ଲଗ୍ନ ରେ

  ଅନେକ ଉପହାର ମୂଲ୍ୟ ହୀନ

ଦେଶ ମାତୃକାର ସେବା ଯେ ଆମର

 ଜୀବନ ର ମୂଳ ଲକ୍ଷ୍ୟ ବଜ୍ର ଶପଥ ସମାନ।।


ଜୀବନ ରେ ସଫଳତା ଲୋଡା

  ପ୍ରତ୍ୟକ ବ୍ୟକ୍ତି ଙ୍କର

ପାଇଛନ୍ତି କି କେହି କେବେ ବିନା ସାଧନା ରେ

କଷ୍ଟ ଅର୍ଜନ ପୂଣ୍ୟ ମଧୁର ଫଳ ? ।।


ଅଦୃଶ୍ୟ ଆଶିର୍ବାଦ ଫଳେ

   ଅନେକ ପ୍ରେରଣା ର ବଳେ

ଶୀର୍ଷକ ଛୁଇଁ ବାର ଲକ୍ଷ୍ୟ 

  ପୂର୍ଣ୍ଣ ମାତ୍ରାରେ ପୂରଣ ହୋଇବା

ସମୟ ହିଁ ତା'ର ବୃହତ୍ ସାକ୍ଷ୍ୟ ।।


ଆମେ ସଫଳ ବ୍ୟକ୍ତିତ୍ବ ମଧ୍ୟ ରେ ଗଣା

    ବିିିିନା ସଂଘର୍ଷ ରେ ନହୋଇ ଛୁ

ଜୀବନ ର ଲକ୍ଷ୍ୟ ପଥରେ 

   ଅନେକ  ତ୍ୟାଗ ବି କରିଛୁ ।।


ତୁମେ ପାର ପଢ଼ି ପ୍ରଚ୍ଛଦପଟ ଲେଉଟି

   ଆମ ଜୀବନର ଇତିହାସ

ଫୁଲ ର ଶେଯ ରେ କେବେ ବି ଶୋଇନୁ

ଦେଖିଛୁ ଅନେକ ଲୋକ ଙ୍କ ଆଖିରେ

     ଆମ ପାଗଳାମି ର ତାଚ୍ଛଲ୍ୟ ହସ।।


Rate this content
Log in