STORYMIRROR

Purnima Sing

Inspirational

3  

Purnima Sing

Inspirational

ଲୁହ ଓ ଲହୁ

ଲୁହ ଓ ଲହୁ

1 min
36

ପୂର୍ବ ଗଗନେ ଗୁଞ୍ଜରିତ ହୁଏ ଅନେକ

ଆଜି ସ୍ୱାଧୀନତା ମୁକ୍ତିିି ଅହ ରହ ଦିବ୍ୟ ଧ୍ବନି

ତ୍ରାହି ତ୍ରାହି କେତେ ସ୍ବାଧୀନ ସଂଗ୍ରାମୀ 

ଏ ଲାଗି ଦେଇଥିଲେ ଲୁହ ଲହୁ ଢ଼ାଳି 

କେବଳ ମାତୃଭୂମି ଓ ଆମ ପାଇଁ।।୧।।

ସ୍ବାର୍ଥ ନଥିଲା ନିିଜ ପାଇଁ କେବେ

ହସି ହସି ଦେଲେ ପ୍ରାଣ,

ଦେଶ ସେବା ଠାରୁ ବଳି କେ ଅଛି ରେ 

ମରିିବି ସମସ୍ତଙ୍କ ମଧ୍ୟରେ ହୁଏ ନା ମରଣ।।୨।।

ଧର୍ମର ଧ୍ଵଜା ଫର୍ ଫର୍ ଉଡ଼େ 

ସମିିିରଣ ସହ ମାତି 

ଶୀତଳ ରୁଧିର ଉଷ୍ଣ ହୋଇ ଯାଏ 

ଅତୀତ କୁ ଦେଲେ ଭାବି ।।୩।।

ଭାବ ତୁମେ ଥରେ ନିଜକୁ ରଖି ସେ ସ୍ଥାନରେ

ଗୋଳା ବାରୁୁୁଦର ଘୋରେ

କେତେ କେତେ ବୀର ଟଳି ନ ଥିଲେ ,

ଗୋରା ସରକାର ଅନ୍ୟାୟ ସମ୍ମୁଖରେ।।୪।।

ଆଜି ବି ଅଭ୍ୟାନ୍ତରେ ଅନୁଭବ ହୁଏ 

ସତେ କି ଆମେ ସ୍ବାଧୀନ ହୋଇଛୁ

ସେ ଦିନର ରାତି ଅଧର ପ୍ରାନ୍ତରେ?

ଏବେ ଶୁୁଦ୍ଧା ବି ଇଂରେଜ ଜୁଲୁମ୍ ଘଟୁୁଛି,

ଭଦ୍ର ମୂଖା ତଳ ନ୍ୟୁନ ଚିନ୍ତା ଧାରା ମଧ୍ୟରେ।।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational