STORYMIRROR

Gouttam kachim

Romance

3  

Gouttam kachim

Romance

ମୁଠାଏ ସପନ

ମୁଠାଏ ସପନ

1 min
191

ମୁଁ ଆଉ ମୋର ହେଇ ନାହିଁ 

ମୋ ମନ ବି ଆଉ ମୋର ହେଇ ନାହିଁ 

ସେ ଅନେକ ଦିନ ହେବ 

ତୁମର ହେଇଗଲାଣି 

ସଦା ବେଳେ ତୁମ କଥା ଭାବି 

ମନ ମୋର ସପନ ଦେଖୁଛି 

ମୁଠାଏ ସପନ ନେଇ ବଞ୍ଚୁଛି 

ଯେ ତୁମକୁ ଜୀବନ ସଙ୍ଗିନୀ କରି 

ତୁମ ସାଥେ ହସ ଖୁସିରେ ବଞ୍ଚିବି 

ସୁନା ସଂସାର ଗଢ଼ିବି 

ଆକାଶର ରୂପା ଜହ୍ନ ପରି 

ପୁଅ ଆଉ ଝିଅଟିଏ ପାଇ 

ତାଙ୍କ ସହ ଖେଳି ବୁଲି 

ମନର ବିଷାଦ ଭୁଲି ଯିବି 

ସର୍ବଦା ଖୁସିରେ ପାଗଳଙ୍କ ପରି 

ଖାଲି ହସୁଥିବି 

ଖାଲି ହସୁଥିବି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance