STORYMIRROR

PRADEEP KUMAR NAIK

Tragedy

3  

PRADEEP KUMAR NAIK

Tragedy

ମୁଁ ଯାଯାବର

ମୁଁ ଯାଯାବର

1 min
199

ସହରର ସେଇ ଶୁନ୍ ଶାନ୍ ରାସ୍ତାରେ

ନୀରବରେ ଚାଲି ଥାଏ ମୁଁ

କିଏ କହେ ପାଗଳ ତ 

କିଏ କହେ ଭୂତ ଟିଏ ମୁଁ 

ଜାଣେନା ଏ ଦୁନିଆଁ

ମୋତେ କେଉଁ ରୂପରେ ଦେଖିବାକୁ ଚାହୁଞ୍ଚି


ମୁଁ ଆଜି ଯେତେ ଲୁଚଉଛି ମୋ ମନର ଢେଉକୁ

ସେତେ ଲହଡି ଭାଙ୍ଗି କୂଳରେ ଛୁଇଁ ଯାଉଛି


ମୁଁ ଯାଯାବର ଏ ଖୋଲା ଆକାଶର 

ଯେତେ ଉଡିବାକୁ ଚେଷ୍ଟା କରୁଛି

ସେତେ ମୋ ଭାଗ୍ୟ ମୋତେ 

ପଛରୁ ଟାଣି  ତଳେ ପକେଇ ଦେଉଛି ! 



Rate this content
Log in

Similar oriya poem from Tragedy