STORYMIRROR

PRADEEP KUMAR NAIK

Others

2  

PRADEEP KUMAR NAIK

Others

ସପନର ଦୁନିଆଁ

ସପନର ଦୁନିଆଁ

1 min
53

ମୁଁ ଦେଖୁଛି

ତମେ ବି ଦେଖୁଛ 

ଦେଖୁଛି ସାରା ଦୁନିଆଁ 

ସପନରେ ସଜାଏ 

ରଙ୍ଗ ବେରଙ୍ଗର ଆଲୋକ

ହସ ଖୁସିରେ ନିଜ ଦୁନିଆଁ ! 

କାଳ୍ପନିକ ଏ ସବୁ 

ହେଲେ ଭୁଲି ଯାଏ କ୍ଷଣିକ ପାଇଁ 

ଭଲ ପାଇବା ବାଣ୍ଟି ଦିଏ 

ସପନରେ ଜିଇଁବା ପାଇଁ ! 


Rate this content
Log in