ଦିନେ ଗାଁକୁ ଯାଇ ଥିଲି
ଦିନେ ଗାଁକୁ ଯାଇ ଥିଲି
1 min
8
ଦିନେ ଗାଁକୁ ଯାଇ ଥିଲି
ମୋ ଗାଁ ଆଉ ଗାଁ ହେଇ ରହି ନାହିଁ
ଆଧୂନିକତାର ଲାଗେ ପରିବେଶ
ମୋ ଗାଁ ଆଜି ସହର ସହର ଲାଗୁଛି
ସେ ଚାଳ ଘର ଯୁଗ ଯାଇଛି ଶେଷ
ନା ଅଛି ସେ ଗାଁ ରେ ସବୁଜ ରଙ୍ଗର କ୍ଷେତ
ନା ଅଛି କାହା ଘର ଦୁଆରେ ଚୌକି ବାଉଁଶର ବେତ
ମୋ ଗାଁ ଆଜି ଆଲୋକରେ ଭରା ଆଲୋକିତ
ହେଲେ କଳ କାରଖାନା ଚାରି ଆଡେ
ଆଉ ଜଳ ବାୟୁ ସବୁ ପ୍ରଦୂଷିତ
ଦିନେ ଗାଁକୁ ଯାଇ ଥିଲି
ଦେଖିଲି ବାସ୍ତବିକ ଏ ଚିତ୍ର ପରସ୍ତ ପରସ୍ତ !
