PRADEEP KUMAR NAIK
Others
ମୋ ପ୍ରେମ ପାଇଁ
ମୁଁ ପ୍ରେମ ଗୀତଟିଏ ଗାଉଛି
ଶୁଣିବ ସେ ମୋ ହୃଦୟର ସ୍ପନ୍ଦନ
ମୁଁ କେବଳ ତା ପାଇଁ ଗାଉଛି !
ମୋ ସପନ ଏ ଆଖିର ନିଦରେ
ମତୁଆଲା କରେ ତା ରଙ୍ଗ ରୂପରେ !
ମୁଁ ଖୋଜେ ମୋ ମନର କବିତା
ଲେଖୁଛି ଆଜି ମୋ ପ୍ରିୟା ପାଇଁ
ମୁଁ ଯେ ଏକ ଅଜଣା କବି
ଗାୟକ ସାଜିଛି ତା ଭଲ ପାଇବା ପାଇଁ !
ଦିନେ ଗାଁକୁ ଯା...
ଶ୍ରୀ କ୍ଷେତ୍ରେ...
ଶୀତ ରାଣୀ
ମୋ ପ୍ରଶ୍ନ
ମୋ ଭାବନା
ପ୍ରଶ୍ନ
ଭାବରେ ଭଗବାନ
ସପନର ଦୁନିଆଁ
ମୁଁ ଯାଯାବର
ଗାୟକ