ଭାବରେ ଭଗବାନ
ଭାବରେ ଭଗବାନ
1 min
332
ତମ ପାଇଁ ଦେଉଳ
ଗଢିବି ମୁଁ ବାଲିରେ
ଆସିବକି ହେ ପ୍ରଭୁ
ମୋ ଭାବର ମନ୍ଦିରେ
ତମ ପାଇଁ ବିଛେଇବି
ବଛା ବଛା ସୁଗନ୍ଧିତ ପୁଷ୍ପ ଚାଦର ରେ
ଚାଲିବ ହେ ଇଶ୍ୱର ଯେବେ
ଧନ୍ୟ ହେବ ମୋ ଜୀବନ ରେ
ଛପନ ଭୋଗରେ ପରସି ଦେବି
ଖାଇବ ପ୍ରଭୁ ବହୁତ ଆନନ୍ଦରେ
ନୀଳମଣି ତମେ ମୋ କଳା ଠାକୁର
ସଦା ସର୍ବଦା ପ୍ରଣିପାତ ଜଣାଉଛି
ନତ ମସ୍ତକ ହେଇ ତମ ପାଦ ତଳେ !
