ମୋ ଭାବନା
ମୋ ଭାବନା
1 min
121
ମୋ ହୃଦୟରେ କ୍ରମଶଃ ତମ ପାଇଁ ଅଳ୍ପ ଅଳ୍ପ ଭାବନା ଥିଲା
କିନ୍ତୁ ତମ ସହ ମିଶିଲା ପରେ
ମୁଁ କିଛି ଅନୁଭବ କଲି
ଯାହା ମୋ ପାଇଁ ସ୍ୱପ୍ନ ଠାରୁ ଅଧିକ ଥିଲା
ଏ ଆକାଶର ନୀରବତା
ମୋ ପ୍ରେମ କାହାଣୀର ରଚଇତା ଥିଲା
ମୋ ଭାବନାର ମନ ତଳେ
କବିର କବିତା ସାଜି
ଦୀପ ଟିଏ ହେଇ ବରମ୍ବାର ସେ ମୋ ପାଇଁ ଜଳୁ ଥିଲା !
