STORYMIRROR

PRADEEP KUMAR NAIK

Others

4  

PRADEEP KUMAR NAIK

Others

ଶୀତ ରାଣୀ

ଶୀତ ରାଣୀ

1 min
331

ଖୋଲା ଆକାଶର ମିଠା ମିଠା ପବନ

ସଜ ହେଇ ଆସିଲାଣି ଶୀତ ରାଣୀର ବିମାନ

କୋହଲା ପାଗର ଏଇ ବୁନ୍ଦା ବୁନ୍ଦା ଶିଶିର ପାଣି 

ଭିଜାଏ ଘାସକୁ ଦେଇ ଭଲ ପାଇବାର ବାଣୀ 

ଏ କି ଦୃଶ୍ୟ କୁହୁଡ଼ିର ଚାଦରରେ ସୂରୁଜ ଲୁଚି ଯାଏ 

ଦେଖାଏ ନାହିଁ ନିଜ ପ୍ରକୋପ 

ଆଗମନ ଶୀତର ଭୟରେ ମଣିଷ ରଖିଥବା ଟ୍ରଙ୍କରୁ 

ବାହର କରେ ନିଜ ଗରମ ବସ୍ତ୍ର 

ଚାରି ଆଡେ ମହକି ଉଠେ କେବଳ ଶୀତର କାକର 

ଧରା ପୃଷ୍ଠକୁ ଶିଥିଳତା ଅନୁଭୂତି କରାଏ

ଆଉ ନାଚି ହସି ଗାଇ ଉଠେ ଏ ସାରା ପ୍ରାଣୀ ଜଗତ ! 



Rate this content
Log in