STORYMIRROR

PRADEEP KUMAR NAIK

Others

3  

PRADEEP KUMAR NAIK

Others

ପ୍ରଶ୍ନ

ପ୍ରଶ୍ନ

1 min
148

ଅନେକ ପ୍ରଶ୍ନ ଉଙ୍କି ମାରେ ମନରେ

ହେଲେ ଉତ୍ତର ଖୋଜି ପାଏନା 

ଭାଗ୍ୟ ତ ସମୟ ହାତରେ

ହେଲେ ଧରା କେବେ ଦିଏନା

ଅବହେଳିତ ଏ ଜଳ ବିନ୍ଦୁ 

ସମୁଦ୍ରର ବେଳା ଭୂମି ପାଏନା

ଚାଲୁ ଥାଏ ପାଦ ମୋର 

ତଥାପି ଶେଷ ହେବ କେଉଁଠି 

ଜାଣି ପାରେନା ! 



Rate this content
Log in