STORYMIRROR

Purnima Prusty

Romance

2  

Purnima Prusty

Romance

ମୁଁ ତୁମ କବିତାର

ମୁଁ ତୁମ କବିତାର

1 min
221

ବୁଝି ନିଅ ମତେ

ଭରିଦେବି ତୁମ ଜୀବନରେ ମୁଁ

ପ୍ରେମର ସ୍ଵାଦ

ସଜାଡି ପଢିନିଅ

ଆଖିର ଭାଷା ସବୁ

ମୁଁ ତୁମ କବିତାର 

ଅସଜଡ଼ା ଶବ୍ଦ


ରହିବ ଅମର ଚିର ଦିନ

ଏହି ପ୍ରେମ ଆମର

ରାଜା କରିଛି ତୁମକୁ

ହୃଦୟରେ ମୋର

 ଛୋଟ ଇଛା ରାଣୀ ଟିଏ ହେବା ଲାଗି

 ତୁମ ପ୍ରେମ କାହାଣୀର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance