Sabita Tripathy
Literary Captain
37
Posts
0
Followers
0
Following
ମୁଁ ମୋର ଜନ୍ମଭୁମି ଓଡିଶା କୁ ଭଲ ପାଏ, ମୋ ମାତୃଭାଷା ଓଡ଼ିଆ କୁ ସମ୍ମାନ ଦିଏ, ଭାଷା ପ୍ରତି ରୁଚି ଥିବାରୁ ମୋ ନିଜ ଚେତନା କୁ ନିରବ ରେ ଶୁଣୁଥିବା ମୋ ଡ଼ାଇରୀ ରେ ଉତ୍ତାରି ଦିଏ, ମୋ ଡ଼ାଇରୀ, ମୋ କଲମ କେବେବି ମୋ ଭାବନା କୁ ହଟ୍ଟା ଦର କରନ୍ତିନି, ସେଥିପାଇଁ ବ୍ୟସ୍ତ ବହୁଳ ସମାଜ ଆଗରେ ନିଜର ବହୁମୂଲ୍ୟ ସମୟ ଦେଇ ହୃଦୟର କଥା କହିବା ଠାରୁ ମୁଁ ମୋ ଡ଼ାଇରୀ ରେ... Read more
ମୁଁ ମୋର ଜନ୍ମଭୁମି ଓଡିଶା କୁ ଭଲ ପାଏ, ମୋ ମାତୃଭାଷା ଓଡ଼ିଆ କୁ ସମ୍ମାନ ଦିଏ, ଭାଷା ପ୍ରତି ରୁଚି ଥିବାରୁ ମୋ ନିଜ ଚେତନା କୁ ନିରବ ରେ ଶୁଣୁଥିବା ମୋ ଡ଼ାଇରୀ ରେ ଉତ୍ତାରି ଦିଏ, ମୋ ଡ଼ାଇରୀ, ମୋ କଲମ କେବେବି ମୋ ଭାବନା କୁ ହଟ୍ଟା ଦର କରନ୍ତିନି, ସେଥିପାଇଁ ବ୍ୟସ୍ତ ବହୁଳ ସମାଜ ଆଗରେ ନିଜର ବହୁମୂଲ୍ୟ ସମୟ ଦେଇ ହୃଦୟର କଥା କହିବା ଠାରୁ ମୁଁ ମୋ ଡ଼ାଇରୀ ରେ କିଛି ଲେଖିଦେଲେ ଆତ୍ମତୃପ୍ତି ମିଳେ...ବାସ୍ତବତା ରେ ମୁଁ ନିଜେ ବି ଜାଣିନି ମୁଁ ଭାବିକା ଟିଏ କି ଲେଖିକା..... ଭାବିକା ମୋ ଡ଼ାଇରୀ କଲମ ମତେ କହେ, ଲେଖିକା,,, ଡ଼ାଇରୀ କଲମ ମାଧ୍ୟମରେ, ମୋ ଲେଖାକୁ ହୃଦୟଙ୍ଗମ କରୁଥିବା ସମାଜ କହେ...... 🙏🙏🥰🥰 Read less
Share with friends