ମୁଁ ମୋର ଜନ୍ମଭୁମି ଓଡିଶା କୁ ଭଲ ପାଏ, ମୋ ମାତୃଭାଷା ଓଡ଼ିଆ କୁ ସମ୍ମାନ ଦିଏ, ଭାଷା ପ୍ରତି ରୁଚି ଥିବାରୁ ମୋ ନିଜ ଚେତନା କୁ ନିରବ ରେ ଶୁଣୁଥିବା ମୋ ଡ଼ାଇରୀ ରେ ଉତ୍ତାରି ଦିଏ, ମୋ ଡ଼ାଇରୀ, ମୋ କଲମ କେବେବି ମୋ ଭାବନା କୁ ହଟ୍ଟା ଦର କରନ୍ତିନି, ସେଥିପାଇଁ ବ୍ୟସ୍ତ ବହୁଳ ସମାଜ ଆଗରେ ନିଜର ବହୁମୂଲ୍ୟ ସମୟ ଦେଇ ହୃଦୟର କଥା କହିବା ଠାରୁ ମୁଁ ମୋ ଡ଼ାଇରୀ ରେ... Read more
Share with friendsଜୀବନରେ ଅନେକ ପ୍ରକାର ଆଶା ସେଥିପାଇଁ ବୋଧେ ଜୀବନ ନଉକା ଟି ଦରିଆ ମଝିରେ ଡୁବିଗଲେ ବି ନୂତନ ସମ୍ଭାବନା ଓ ଉଦ୍ଦୀପନା ସହ ବିଚଳିତ କରେ ବଞ୍ଚିବାର ନିଶା....
ଆମ ସମ୍ପର୍କ କାହା ପାଇଁ ନିହାତି ଆବଶ୍ୟକ ହେଇପାରେ... କିନ୍ତୁ ଏହା ଭାବିବା ଅନୁଚିତ କି,,, ଆମେ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ..... (( Sabita ))