STORYMIRROR

Dipti lekha Mishra

Abstract Others

3  

Dipti lekha Mishra

Abstract Others

ମୁଁ ତ ଭିକାରୀଟିଏ

ମୁଁ ତ ଭିକାରୀଟିଏ

1 min
11.5K


ଗାଡି ଚାଲିଲେ କେତେ

ନ ଚାଲିଲେ ବା କେତେ

କିଏ ଗାଳି ଦେଲେ କି

ପ୍ରଶଂସା ଦେଲେ ବି

ମୋତେ କେବେ ଫରକ

ପଡେନା ସତରେ ..

ମୁଁ ତ ରାସ୍ତାରେ

ହାତ ପତେଇ

ମୁଠାଏ ଦାନା ଯୋଗାଡିବା

ଏକ ଭିକାରିଟିଏ ॥


ଲକ୍ ଡାଉନ ହେଉ କି

ସଟ ଡାଉନ ହେଉ

ମୋର ବା କେତେ

ଯାଏ ଆସେ କୁହ..


ମୁଁ ପେଟ ର ଭୋକ

ମାରିବା ପାଇଁ ସ୍ବରରେ

ପାଟି କରି କହୁଥିବା

ମା ଦିଅ ବାପା ଦିଅ

କହୁଥୀବା ଭିକାରୀଟିଏ ॥


ସରକାରଙ୍କ ମୋ ପାଇଁ

ଚିନ୍ତା ଥିଲା ନା ଏବେ ଅଛି

ମୁଁ ତ ବାର ଲୋକଙ୍କୁ

ଚାଖଣ୍ଡେ ମୁଣି ପୁରିବାକୁ

ଦାନା ମାଗିବା ଭିକାରୀଟିଏ ॥



Rate this content
Log in

Similar oriya poem from Abstract